ହସୁଛି ବଡଦାଣ୍ଡ , କାନ୍ଦୁଛି ଭକ୍ତ... ମହାପ୍ରଭୁଙ୍କୁ ଝୁରି ବାହୁନି ବାହୁନି କାନ୍ଦୁଛି ଭକ୍ତ । ଆଉ ସେ ପୂର୍ବବର୍ଷ ଗୁଡିକ ଭଳି ନାହିଁ କି ପାଖରୁ ଜଗାକୁ ଦେଖିବ ଭକ୍ତ । ପୁରୁଣା ଦିନକୁ ମନେ ପକାଇ କିଏ ଅଭିମାନରେ କାନ୍ଦି ପକାଉଛି ତ କିଏ ତଳେ ଗଡି ମୁଣ୍ଡ ପିଟୁଛି... କୋହଭରା କଣ୍ଠରେ ଭକ୍ତ କହୁଛି.... କାଳିଆ ଲୋ ଟିକେ ପାଖରୁ ଦର୍ଶନ ଦେ ...
#ArgusNews #Puri #RathaYatra #jagannathpuri